ହୋଲି ଖେଳ ଦୁର୍ଘଟଣା: ସମୁଦ୍ରରେ ବୁଡ଼ି ଯୁବକ ମୃତ

ବ୍ରହ୍ମପୁର: ହୋଲି ଖେଳ ପରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି ସିଦ୍ଧାନ୍ତ ପାତ୍ର ନିଜର ଅନ୍ୟ ସାଙ୍ଗମାନଙ୍କ ସହିତ ଶୁକ୍ରବାର ହୋଲି ଖେଳିଥିଲେ। ହୋଲି ଖେଳ ପରେ ସେ ଅପରାହ୍ଣରେ ଗୋପାଳପୁରସ୍ଥିତ ହରିପୁର ଘାଟକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସମୁଦ୍ରର ଢ଼େଉ ପ୍ରଭାବରେ ୪ଜଣ ଭାସିଯାଇଥିଲେ। ଜଣେ ଯୁବକ ଉଦ୍ଧାର ହୋଇଥିବା ବେଳେ ପି … Continue reading ହୋଲି ଖେଳ ଦୁର୍ଘଟଣା: ସମୁଦ୍ରରେ ବୁଡ଼ି ଯୁବକ ମୃତ